Datasets
Dataset
OdiEnCorp_translation_instructions_25k
by OdiaGenAI
Dataset Card for OdiEnCorptranslationinstructions25k Dataset Summary This dataset is the English-to-Odia translation instruction set. The instruction set is built using the OdienCorp1.
CC-BY-NC-SA-4.0text-generation 20 010K < n < 100K rows
published 8 May 2023
Listed inAwesome-Odia-AI
Preview
First 5 rows of default / train, from the Hugging Face dataset viewer.
| instruction | output | input | category |
|---|---|---|---|
| translate sentence into Odia : Go forth of the ark, thou, and thy wife, and thy sons, and thy sons' wives with thee. | ଜାହାଜକୁ ପରିତ୍ଯାଗ କର, ତୁମ୍ଭେ ତୁମ୍ଭର ସ୍ତ୍ରୀ, ତୁମ୍ଭର ପୁତ୍ର ଓ ପୁତ୍ରବଧୂମାନଙ୍କୁ ବାହାରି ଆସିବାକୁ କୁହ | genesis | |
| translate sentence into Odia : But Abimelech had not come near her: and he said, LORD, wilt thou slay also a righteous nation? | କିନ୍ତୁ ସେ ପର୍ୟ୍ଯନ୍ତ ଅବିମଲକେ ସାରା ସହିତ ସହବାସ କରି ନଥିଲେ। ତେଣୁ ଅବିମଲକେ କହିଲେ, "ତୁମ୍ଭେ କ'ଣ ଏକ ନିର୍ ଦୋଷ ବ୍ଯକ୍ତିକୁ ହତ୍ଯା କରିବ? | genesis | |
| translate sentence into Odia : So Abraham returned unto his young men, and they rose up and went together to Beersheba; and Abraham dwelt at Beersheba. | ଏହାପରେ ଅବ୍ରହାମ ତାଙ୍କର ଦାସଗଣ ନିକଟକୁ ଫରେିଗଲେ। ଏହାପରେ ସମାନେେ ସମସ୍ତେ ବରେଶବୋକୁ ଫରେିଗଲେ। ଏବଂ ଅବ୍ରହାମ ସଠାେରେ ବାସକଲେ। | genesis | |
| translate sentence into Odia : And she say to me, Both drink thou, and I will also draw for thy camels: let the same be the woman whom the LORD hath appointed out for my master's son. | ସହେି କନ୍ଯାଟି ସତେ ସ୍ବତନ୍ତ୍ର ଦରଣର ଉତ୍ତର ଦଇେ କହିବ, "ପାଣି ପିଅନ୍ତୁ। ଏବଂ ମୁଁ ମଧ୍ଯ ତୁମ୍ଭ ଓଟମାନଙ୍କୁ ଜଣପାନ କରାଇବି।" ଏହି ଉପାଯ ରେ ମୁଁ ଜାଣିବି ଯେ ସହେି ଝିଅଟି ସଦାପ୍ରଭୁ ମାରେ ପ୍ରଭୁଙ୍କର ପୁତ୍ର ପାଇଁ ବାଛି ଅଛନ୍ତି।' | genesis | |
| translate sentence into Odia : And it came to pass, that, when Abraham's servant heard their words, he worshipped the LORD, bowing himself to the earth. | ଏହାପରେ ସେ ଏବଂ ତାଙ୍କର ଲୋକମାନେ ଖାଇପିଇ ବିଶ୍ରାମ ନେଲେ। ତା'ପର ଦିନ ପ୍ରଭାତରୁ ସମାନେେ ଉଠି କହିଲେ, "ବର୍ତ୍ତମାନ ଆମ୍ଭେ ଆମ୍ଭ କର୍ତ୍ତାଙ୍କ ପାଖକୁ ଫରେିୟିବୁ।" | genesis |
Cite this
CC-BY-NC-SA-4.0textCite
Tags
task_categories:text-generationlanguage:orlicense:cc-by-nc-sa-4.0size_categories:10K<n<100Kformat:jsonmodality:textlibrary:datasetslibrary:pandaslibrary:mlcroissantlibrary:polarsregion:us